ବିଶ୍ୱ ଆଖିରେ ଧୂଳି ଦେଇଥିଲା ଚୀନ୍‌: ଉହାନ୍‌ ମୃତ୍ୟୁସଂଖ୍ୟା ୫୦% ବୃଦ୍ଧି

ପୂର୍ବ ତଥ୍ୟରେ ତ୍ରୁଟି ଥିବା ସ୍ୱୀକାର କଲା ଚୀନ୍‌, ଚୀନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ବେଜିଂ: କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଚୀନ୍‌ର ଉହାନ୍‌ ସହର ହୋଇଥିଲେ ମଧ୍ୟ ଚୀନ୍‌ ବିଶ୍ୱବାସୀଙ୍କୁ ଉହାନ୍‌ର କରୋନା ମୃତ୍ୟୁ ନେଇ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରଖିଥିଲା। ଆଜି ହଠାତ ଚୀନ୍‌ ଉହାନ୍‌ ମୃତ୍ୟୁ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟାଇଛି ଏବଂ ଦେଶର ସମୁଦାୟ ମୃତ୍ୟୁ ସଂଖ୍ୟାରେ ୪୦ ପ୍ରତିଶତ … Continue reading ବିଶ୍ୱ ଆଖିରେ ଧୂଳି ଦେଇଥିଲା ଚୀନ୍‌: ଉହାନ୍‌ ମୃତ୍ୟୁସଂଖ୍ୟା ୫୦% ବୃଦ୍ଧି